ରାଜଧାନୀରେ ଧୂର୍ତ୍ତ ମହିଳାଙ୍କ କାରନାମା : କର୍ମଚାରୀଙ୍କୁ ଧମକାଇ ଦୋକାନରୁ ଶାଢ଼ି ନେଇଗଲେ

ମାଗଣା ମାଛ ନେବା ବେଳେ ବି ଧରା ପଡ଼ିଥିଲେ ଭୁବନେଶ୍ବର : ଅଡି ଗାଡ଼ିରେ ଆସିଲେ। ମଲ୍‌ ଭିତରେ ପଶି ଦୋକାନରୁ ଦାମୀ ଶାଢ଼ି ବାଛିଲେ। କିନ୍ତୁ ମାଲିକଙ୍କ ପାର୍ଟନର୍‌ଙ୍କ ଲୋକ କହି ପଇସା ଦେଲେନି। ଶାଢ଼ି ନେଇ ବାହାରିଗଲେ। ସେଲ୍ସମ୍ୟାନ୍‌ ପଛରେ ଗୋଡ଼ାଇ ଗୋଡ଼ାଇ ପଇସା ଦେବାକୁ କହିବାରୁ ତାକୁ ନାଲିଆଖି ଦେଖାଇଲେ। ପିଛା କଲେ ବଳାତ୍କାର ମାମଲାରେ ଫସାଇଦେବି ବୋଲି କହିଲେ। ତେଣୁ ସେଲ୍ସମ୍ୟାନ୍‌ଜଣଙ୍କ କାନମୁଣ୍ଡା ଆଉଁସି … Continue reading ରାଜଧାନୀରେ ଧୂର୍ତ୍ତ ମହିଳାଙ୍କ କାରନାମା : କର୍ମଚାରୀଙ୍କୁ ଧମକାଇ ଦୋକାନରୁ ଶାଢ଼ି ନେଇଗଲେ